Jump to content

ଖୁଣ୍ଟିନାଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟିନାଟି
ଉଚ୍ଚାରଣ: Khuṇṭināṭi
খূটিনাটি

ଦେ. ବି (ବଙ୍ଗଳାରୁ ଅନୂକୃତ) —

୧: ସାମାନ୍ୟ ସାମାନ୍ୟ ତ୍ରୁଟି ବା ଦୋଷ — ୧. Slight blemishes; petty defects.

୨: କୌଣସି କାର୍ୟ୍ୟର ଅତି କ୍ଷୁଦ୍ର ଅଂଶ — ୨. Trifling or petty particulars of a work.