Jump to content

ଖୁଣ୍ଟିଲାଗି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟିଲାଗି
ଉଚ୍ଚାରଣ: Khuṇṭilāgi

ଦେ. ବି (ଦେବତାଙ୍କ ସ୍ଥଳରେ ପ୍ରଯୁଜ୍ୟ) —

ଶୋଭାୟାତ୍ରା କରି ୟାଉଥିବା ଦେବବିମାନକୁ ସ୍ଥାନେ ସ୍ଥାନେ ପନ୍ତି— ଭୋଗ ପାଇଁ କିଛି ସମୟ ସ୍ଥଗିତ କରିବାର ପ୍ରଯୋଜନ

ହେଲେ ବିମାନକୁ ତଳେ ନ ଥୋଇ ଖୁଣ୍ଟି ପୋତି ତାହାର ଉପରେ ରଖିବା — The fixing of the bimāna or conveyance of a Deity on posts instead of keeping it on the ground when proceeding in the course of a procession.