ଖୁଣ୍ଟୁଣା
ଖୁଣ୍ଟୁଣା —
ଉଚ୍ଚାରଣ: Khuṇṭuṇā
খোঁটী
खीटा; खीटी
(ଖୁଣ୍ଟୁଣୀ—ସ୍ତ୍ରୀ)
ଦେ. ବି. (ସଂ. କଟୁ?; ସଂ. ଖୁଣ୍ଟ୍ ଧାତୁ= ଟିକିଟିକି କରି ଭାଙ୍ଗିବା; ଛୋଟେଇ ଚାଳିବା —
୧: ଛିଗୁଲା; ଗଞ୍ଜଣା; ତ୍ରୀବ ବା କଟୁ ଆଲୋଚନା — ୧. Hostile criticism; pointing out another's faults; rough repeated criticism.
୨: ଅନ୍ୟ ବ୍ୟକ୍ତି ସଙ୍ଗେ ଜଣକୁ ତୁଳନା କରି ଦିଆଯିବା ଗାଳି— ମନ୍ଦ ବା କଥା —୨. Pointing out or attending to one person's faults by comparing his with another man's fault; making of unfavourable comparison.
୩: ଭବିଷ୍ୟତରେ ଦୋଷ ଦେଖାଇବା ସମୟରେ ଉଦାହରଣ ଦିଆ ଯିବାର ଯୋଗ୍ୟ ବିଷୟ — ୩. An act which may be used or alluded to in future by an enemy to criticise or point out one's future conduct.
୪: କଳଙ୍କ —୪. A stain on one's conduct or character.
୫: ଗାଳି —୫. Rebuke; abuse.
ଦେ. ବିଣ. ପୁଂ. —
୧: ଯେ ଖୁଣ୍ଟୂଣା ଦିଏ — ୧. One who makes unpleasant criticism of another's conduct or family- secrets or actions.
୨: ଚିଡ଼ଲ; ଚିଡ଼ିଚିଡ଼ଆ; ଅବିଗୁଣିଆ — ୨. Surly; sour-tempered.