ଖୁଣ୍ଟୁଣା ଦେବା
ଦେଖଣା
ଖୁଣ୍ଟୁଣା ଦେବା —
ଉଚ୍ଚାରଣ: Khuṇṭuṇā debā
খোঁটীদেওয়া
खीटिबोलना
ଦେ. କ୍ରି —
ଖୁଣ୍ଟା ଦେବା; ପୂର୍ବର ଛିଦ୍ର କଥାକୁ ଉପଲକ୍ଷ୍ୟ କରି ଗଞ୍ଜଣା ଦେବା; ଜଣକର ପୂର୍ବ କଳଙ୍କକୁ ଲକ୍ଷ୍ୟ କରି ଛିଗୁଲାଇବା — To allude or criticise a person by referring to some of his past conduct or stain or family secret.