ଖୁଣ୍ଟୁଣି
ଦେଖଣା
ଖୁଣ୍ଟୁଣି —
ଉଚ୍ଚାରଣ: Khuṇṭuṇi
খোঁচনা
खीदनी
ଦେ. ବି. —
୧: ଦାନ୍ତ ଖୁଣ୍ଟିବାର କାଠ — ୧. Tooth-pick.
ସୁବର୍ଣ୍ଣ ନିର୍ମିତ ଖଡ଼ିକା ଦାନ୍ତ ଖୁଣ୍ଟୁଣି ସାରଳା. ମହାଭାରତ
୨: ଲଗି ସାହାଯ୍ୟରେ ଆମ୍ବଗଛକୁ ଆମ୍ବ ଗୋଟି ଗୋଟି କରି ତୋଳିଲେ ତାହା ତଳେ ନ ପଡ଼ି ଲଗି ଆଗରେ ସଂଲଗ୍ନଥିବା ଜାଲିରେ ରହିବ, ଏଭଳି କୌଶଳରେ ତିଆରି ହୋଇଥିବା ଲମ୍ବ ସରୁ ବାଉଁଶ ବା ଲଗି — ୨. A long hooked pole to the end of which a net-basket it attached to hold the mango when it is plucked from a high tree by means of the said hooked pole (to prevent the mango from falling to the ground and being spoiled thereby).