Jump to content

ଖୁଣ୍ଟୁଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟୁଣୀ
ଉଚ୍ଚାରଣ: Khuṇṭuṇī

ଦେ. ବିଣ. ସ୍ତ୍ରୀ —

୧: ଯେଉଁ ସ୍ତ୍ରୀଲୋକ ସର୍ବଦା ଅନ୍ୟ ବ୍ୟକ୍ତିକୁ ଖୁଣ୍ଟୁଣା ଦିଏ — ୧. (a woman) Habituated to unpleasantly criticising other people's actions or affairs.

୨: (ପୁଂ ଓ ସ୍ତ୍ରୀ)—ଯେ ଖୁଣ୍ଟୁଣି ଦ୍ବାରା ଆମ୍ବ ତୋଳେ — ୨. One who plucks mango fruits from trees by means of netted and hooked poles.