Jump to content

ଖୁଣ୍ଟ ପକାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟ ପକାଇବା
ଉଚ୍ଚାରଣ: Khuṇṭa pakāibā
খুঁটাডালনা

ଦେ. କ୍ରି —

ଘର ତୋଳିବା ନିମନ୍ତେ ଭୂମିରେ ଗାତ ଖୋଳି ପ୍ରଯୋଜନୀୟ ଖୁଣ୍ଟମାନ ଠିଆ କରାଇବା —To erect pillars required for a house.