Jump to content

ଖୁଣ୍ ଆସାମୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ ଆସାମୀ
ଉଚ୍ଚାରଣ: Khuṇ āsāmī
খূন্ আসামী खूनी आसामी

ବୈଦେ. ବି. (ଫା. ଖୂନୀ ଆସାମୀ) —

୧: ହତ୍ୟାକାରୀରୂପେ ଅଭିଯୁକ୍ତ ବ୍ୟକ୍ତି — ୧. Man accused of murder in a court.

୨: ଆହତ ବା ହତ ବ୍ୟକ୍ତି — ୨. Wounded or killed person.