Jump to content

ଖୁଣ୍ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ କରିବା
ଉଚ୍ଚାରଣ: Khuṇ karibā
খূনকরা खून करना

ଦେ. କ୍ରି —

୧: ହତ୍ୟା କରିବା — ୧. To kill; to murder.

୨: (ପ୍ରାଚୀନ ଓଡ଼ିଆ)— ଭାଙ୍ଗିବା (ମାଦଳ ପାଞ୍ଜି) — ୨. To break.