ଖୁଣ୍ ଖରାପି
ଦେଖଣା
ଖୁଣ୍ ଖରାପି —
ଉଚ୍ଚାରଣ: Khuṇ kharāpi
খনূ খারাপী
खूनखराबां
ବୈଦେ. ବି. ଓ ବିଣ —
୧: ଖୁଣ୍ ଖରାପ୍ (ଦେଖ) ୧. Khuṇ kharāpi (See)
୨: ଖିନ୍ ଖରାପି (ଦେଖ) ୨. Khin kharāpi (See)
ବି —
ରକ୍ତବର୍ଣ୍ଣ ରଙ୍ଗବିଶେଶ (ଏହା କାଠ, ଲୁହା ଓ ଲୁଗାରେ ଦିଆଯାଏ) — Congo-red dye; a blood-red dye.