Jump to content

ଖୁଣ୍ ଖରାପ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ ଖରାପ୍
ଉଚ୍ଚାରଣ: Khuṇ kharāp
খূন খরাপ खून खराबा খূন যারাপী खून खराबी

ବୈଦେ. ବି. (ଫା. ଖୂନ୍ ଖରାବା) —

୧: ହତ୍ୟାକାଣ୍ଡ —୧. Murder.

୨: ରକ୍ତପାତ —୨. Bood-shed.

ବିଣ —

୧: ରକ୍ତାକ୍ତ —୧. Bleeding.

୨: ରକ୍ତାରକ୍ତି; ଅନ୍ଯୋଽନ୍ୟରେ ହଣାହଣି — ୨. Wounding each other; causing bleeding in each other.

୩: ଖିନଖରାପ୍ (ଦେଖ) ୩. Khinkharāp (See)