Jump to content

ଖୁଣ୍ ଚଢ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ ଚଢ଼ିବା
ଉଚ୍ଚାରଣ: Khuṇ chaṟḍ̠ẖibā
হন্নেহওয়া, খুনচাপা खून सिरपर चढ़ना

ବୈଦେ. ବି. (ଆ. ଖୂନ୍ ଚଢ଼ନା) —

୧: ରକ୍ତ ଗରମ ହେବା — ୧. Blood becoming heated. one's blood boiling in him.

୨: ମୁଣ୍ଡକୁ ରକ୍ତ ଉଠୁବାର ଚିହ୍ନ ସ୍ବରୂପ ଆକ୍ଷି ରକ୍କବର୍ଣ୍ଣ ଦିଶିବା — ୨. The rising of blood to the head resulting in the eyes becoming red.

୩: ଅନ୍ୟ ବ୍ୟକ୍ତିକୁ ହତ୍ୟା କରିବାର ଇଚ୍ଛା ବଳବତୀ ହେବା — ୩. An excessive or abnormal hankering to commit murder.

୪: ବାୟା କୁକୁର ବା ବିଲୁଆଁ ଅନ୍ୟ ଜନ୍ତୁକୁ କାମୁଡ଼ିବା ପାଇଁ ମାତି ଉଠିବା — ୪. To run amock or rabid (said of a rabid dog).