Jump to content

ଖୁଣ୍ ମକଦ୍ଦମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ ମକଦ୍ଦମା
ଉଚ୍ଚାରଣ: Khuṇ makaddamā
খুনীমোকদ্দমা खूनी मुकद्दमा

ବୈଦେ. ବି. (ଫା. ଖୂନ୍= ହତ୍ୟା+ମୃକଦ୍ଦମା) —

ହତ୍ୟା ନିମନ୍ତେ ଅଦାଲତରେ ଦାଏର୍ ହେବା ମକଦ୍ଦମା —Murder-case.