Jump to content

ଖୁଣ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ କରିବା
ଉଚ୍ଚାରଣ: Khuṇa karibā
খুণকরা खुनकरा

ଦେ. କ୍ରି —

୧: (ଫା. ଖୂନ୍=ହତ୍ୟା; ବଧ)— ହତ୍ୟା କରିବା — ୧. To kill; to murder.

୨: (ସଂ. କ୍ଷୁର୍ଣ୍ଣ) ଭାଙ୍ଗିବା —୨. To break.

କି ଗୁଣ ରାଜକୁମାରୀ, ଧାତା ଏତେ ସରି; ଯେ ଯେଡ଼େ କରି ତା ଗୁଣ, ନ କରି ଖୂଣ ଯେ— ପ୍ରାଚୀ. ରହସ୍ୟମଞ୍ଜରୀ