ଖୁଦକଣି
ଦେଖଣା
ଖୁଦକଣି —
ଉଚ୍ଚାରଣ: Khudakaṇi
(ଖୁଦୁକୁଣି—ଅନ୍ୟରୂପ)
খুদকণা
ଦେ. ବି. (ସଂ. କ୍ଷୁଦ୍ର ବା କ୍ଷୋଦ ଓ କଣ) —
ତଣ୍ଡୁଳ କଣା; ତଣ୍ଡୁଳର କ୍ଷୁଦ୍ରାଂଶ — Fragments of grains of rice.
[ଦ୍ର—ଚାଉଳର ଭଙ୍ଗା କ୍ଷୁଦ୍ରଖଣ୍ଡମାନଙ୍କୁ ଖୁଦ କହନ୍ତି ଖୁଦରେ ମିଶିଥିବା ଆହୁରି କ୍ଷୁଦ୍ର କଣମାନଙ୍କୁ ଖୁଦକଣି କହନ୍ତି]