ଖୁଦକୁଣ୍ଡା
ଦେଖଣା
ଖୁଦକୁଣ୍ଡା —
ଉଚ୍ଚାରଣ: Khudakuṇḍā
(ଖୁଦୁକୁଣ୍ଡା—ଅନ୍ୟରୂପ)
খুদকুঁড়া
ଦେ. ବି —
୧: ଅତିଶୟ ଚୂନା କୁଣ୍ଡା — ୧. Fine husks of paddy.
ନ ପାଇଲା ଦୁଃଖୀ ପ୍ରଜା ଖୁଦକୁଣ୍ଡା— ରାଧାନାଥ. ଦରବାର
୨: କ୍ଷୁଦ୍ର ଚାଉଳକଣାମିଶ୍ରିତ କୁଣ୍ଡା — ୨. Fine particles of rice mixed with husks.