Jump to content

ଖୁଦଛତୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଦଛତୁ
ଉଚ୍ଚାରଣ: Khudachhatu

(ଖୁଦୁଛତୁ—ଅନ୍ୟରୂପ)

খুদছতু गगनधुळ

ଦେ. ବି. (ସଂ. କ୍ଷୁଦ୍ର ଓ ଛତ୍ରାକ) —

ବାଉଁଶ ଗଛର ମୂଳ ବା ହୁଙ୍କା ଉପରେ ଉଠିବା ଏକପ୍ରକାର ଛତୁ; ବାଲିଛତୁ; ହୁଙ୍କାଛତୁ —A kind of mushrooms growing at the foot of bamboo trees or on the ant-hills.