Jump to content

ଖୁଦିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଦିବା
ଉଚ୍ଚାରଣ: Khudibā

ପ୍ରାଦେ (ସମ୍ବଲପୁର) କ୍ରି (ସଂ. ଖୁଦ୍ ଧାତୁ) —

୧: ଖୋଳିବା —୧. To dig.

୨: ଖୋଦନକାର୍ୟ୍ୟ କରିବା —୨. To engrave.

୩: ମାଟି କୋଡ଼ିବା — ୩. To dig earth with spade.