ଶବ୍ଦାର୍ଥ:
ଖୁଦୁରି — ଉଚ୍ଚାରଣ: Khuduri
ଦେ. ବି (ସଂ. କ୍ଷୁଦ୍ରରୋଗ) —
ଶିଶୁମାନଙ୍କର ହଗା ରୋଗବିଶେଷ — Infantine diarrhœa.