ଖୁଦଯାଉ
ଦେଖଣା
(ଖୁଦୟାଉରୁ ଲେଉଟି ଆସିଛି)
ଖୁଦଯାଉ —
ଉଚ୍ଚାରଣ: Khudaj̄āu
(ଖୁଦୁଯାଉ—ଅନ୍ୟରୂପ)
ଦେ. ବି —
ସିଦ୍ଧ ଖୁଦରେ ପ୍ରସ୍ତୁତ ହୋଇଥିବା ଯାଉ — Gruel made of fragments of rice.
ଆଜି ଖୁଦଯାଉ କାଲି ଗଇଁଠା, ପଅରଦିନକୁ ଦାରୀ ଅଇଁଠା—ଢଗ
[ଦ୍ର—ସାଧାରଣତଃ ଦେଖାଯାଏ ଯେ ଖୁଦକୁ ରାନ୍ଧିବାରେ ତାହା ଭାତଭଳି ଗୋଟି ଗୋଟି ନ ରହି ମେଞ୍ଚାମେଞ୍ଚା ଓ ଯାଉଯାଉଆ ହୋଇଯାଏ]