ଖୁଦ ଚଲା
ଦେଖଣା
ଖୁଦ ଚଲା —
ଉଚ୍ଚାରଣ: Khuda chalā
(ଖୁଦୁଚଲା—ଅନ୍ୟରୂପ)
খুঁড়ীচলা
खुद्दीकी चलनी
ଦେ. ବି —
ଏକପ୍ରକାର ଚାଲୁଣୀ ୟହିଁରେ ଖୁଦମିଶା ଚାଉଳକୁ ଚଲାଇଲେ ଖୁଦୟାକ ଚାଲୁଣିକୁ ରନ୍ଧ୍ରବାଟେ ଗଳିପଡ଼େ ଓ ଗୋଟା ଚାଉଳୟାକ ରହି ଯାଏ —A sieve with which particles of rice fall to the ground and whole rice remain.