Jump to content

ଖୁଦ ପିମ୍ପୁଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଦ ପିମ୍ପୁଡ଼ି
ଉଚ୍ଚାରଣ: Khuda pimpuṟḍ̠i

(ଖୁଦୁପିମ୍ପୁଡ଼ି—ଅନ୍ୟରୂପ)

খুদিয়াপিপিড়া छीटीचिउँटी

ଦେ. ବି. (ସଂ. କ୍ଷୁଦ୍ର ଓ ପିପୀଲିକା) —

ଅତି ଛୋଟ ଛୋଟ ପିପିଲିକା — Tiny ants.