ଖୁନ୍ଦିଖାନ୍ଦି ହେବା
ଦେଖଣା
ଖୁନ୍ଦିଖାନ୍ଦି ହେବା —
ଉଚ୍ଚାରଣ: Khundikhāndi hebā
ঠাসাঠাসি হওয়া
ଦେ. କ୍ରି —
ସଂକୀର୍ଣ୍ଣ ସ୍ଥାନରେ (ଅନେକଗୁଡ଼ିଏ ପଦାର୍ଥ ବା ଜୀବ) ଏକତ୍ର ଲଗାଲଗି ହେବା — (many articles or animals) To huddle together;to be squeezed together in a narrow place.