Jump to content

ଖୁନ୍ଦିଖୁନ୍ଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁନ୍ଦିଖୁନ୍ଦି
ଉଚ୍ଚାରଣ: Khundikhundi

ଦେ. (ଧ୍ଵନ୍ୟନୁକରଣ) ଅ —

ଅନେକ ଘଣ୍ଟି, ଘାଗୁଡ଼ି ବା ଘୁଙ୍ଗୁରର ସମ୍ମିଳିତ ଶବ୍ଦ — Sound of stickling of small bells.

ପୟରେ ଝୁମୁକି ବଳା ବାଜେ ଖୁନ୍ଦାଖୁନ୍ଦି—ପୀତାମ୍ବର. ନୃସିଂହପୁରାଣ