Jump to content

ଖୁପରାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁପରାଇବା
ଉଚ୍ଚାରଣ: Khuprāibā

ଦେ. କ୍ରି —

୧: ଆଙ୍ଗୁଠିଦ୍ବାରା ବା କାଠିଦ୍ବାରା ଆସ୍ତେ ଆସ୍ତେ ପରର ଶରୀରକୁ ଆଘାତ କରିବା — ୧. To poke gently at another's body with fingers or with a pick.

୨: ଉତ୍ତେଜିତ କରିବା — ୨. To provoke;to irritate.