Jump to content

ଖୁପି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁପି
ଉଚ୍ଚାରଣ: Khupi

ପ୍ରାଦେ. (ସମ୍ବଲପୁର) ବି.—(ତୁଳ. ହି. ଖୁବ୍) —

ଖୁବ୍ଇ; ଖୁବ୍; ବହୁତ; ଅଚ୍ଛା କରି —Very; much; well.

(ଯଥା—ଖୁପି ମାର୍ ମାଇଲେ)

ଦେ. ବିଣ —

ଅତି ଛୋଟ; ଖୁବ୍ କ୍ଷୁଦ୍ର —Very small.

(ଯଥା—ଖୁପି ଆଟିକା)