Jump to content

ଖୁପିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁପିଆ
ଉଚ୍ଚାରଣ: Khupiā

ପ୍ରାଦେ. (ସମ୍ବଲପୁର) ବି. (ସଂ. ଖୁପ୍ ଧାତୁ) —

୧: ଗୋପନୀୟ; ଗୁପ୍ତ(ବାର୍ତ୍ତା; ସମ୍ବାଦ) —୧. Secret (news).

୨: ବେନାମୀ (ଚିଠି) —୨. Anonimous (letter)