Jump to content

ଖୁପୁରାଖୁପୁରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁପୁରାଖୁପୁରି
ଉଚ୍ଚାରଣ: Khupurā khupuri

ଦେ. ବି —

ପରସ୍ପର ଖୁପରାଇବା—କର୍ମ Mutual gentle poking.

ଦେ. ବିଣ. —

ପରସ୍ପର ଖୁପରାଇବାକର୍ମ କରୁଥିବା — Gently pocking at each other.