Jump to content

ଖୁବାନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁବାନି
ଉଚ୍ଚାରଣ: Khubāni
খোবানী खुबीनी

ବୈଦେ. ବି. (ଫା. ଖୁବାନି) —

ଖୋବାନି; ସ୍ବାଦୁ କାବୁଲି ଫଳବିଶେଷ; ଜର୍ଦାଲୁ — Apricot;a sweet fruit imported from Kabul.

[ଦ୍ର—ଏହା ପଶ୍ଚିମ—ହିମାଳୟ ଓ କାବୁଲଆଦି ପାର୍ବତୀୟ ଅଞ୍ଚଳର ବାଦାମଜାତୀୟ ଗଛ (Prunus Armeniaca). ଏଥିର ପାଚିଲା ଫଳକୁ ଶୁଖାଇ ମହାଜନମାନେ ଭାରତର ଅନ୍ୟ ଅଞ୍ଚଳମାନଙ୍କରେ ମେବାଫଳ ରୂପେ ବିକନ୍ତି ଏ ଫଳ ମେ ମାସରୁ ସେପଟେମ୍ବର ମାସ ପର୍ୟନ୍ତ ପାଚେ; ଏଥିର ମଞ୍ଜିରୁ ଏକ ପ୍ରକାର ତେଲ (କଡ଼ୁଆ ବାଦାମ ତେଲ) ବାହାରେ ଏ ଗଛରୁ ଏକ ପ୍ରକାର ଅଠା (Cherry gum)ବାହାରେ ଏ ଗଛ ପ୍ରତିବର୍ଷ ପତ୍ରଝଡ଼ା ଦିଏ ହି. ଶବ୍ଦସାଗର]