Jump to content

ଖୁମାଇଁ ପଶିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁମାଇଁ ପଶିବା
ଉଚ୍ଚାରଣ: Khumāiñ paṡibā

ଗ୍ରା. କ୍ରି —

ବଳେ ପଶିବା; ଗୃହାଧିକାରୀ ବା ସ୍ଥାନା— ଧିକାରୀର ଅନିଚ୍ଛାସତ୍ତେ କୌଣସି ସ୍ଥାନରେ ପ୍ରବେଶ କରିବା — To enter or push one's way into a place against the master's wish.