ଖୁମାଇଁ ହେବା
ଦେଖଣା
ଖୁମାଇଁ ହେବା —
ଉଚ୍ଚାରଣ: Khumāiñ hebā
ଗ୍ରା. କ୍ରି —
୧: ଗୃହସ୍ବାମୀର ଅନିଚ୍ଛାସତ୍ତ୍ବେ କୌଣସି ସ୍ଥାନରେ ପ୍ରବେଶ କରିବାକୁ ଚେଷ୍ଟା କରିବା — ୧. To try to enter or push one's way into a place against the wishes of its master.
୨: ରୂଷି କରି ଗାରୁଗାରୁ ହେବା — ୨. To grumble with displeasure.
୩: ଅନାହୂତ ହୋଇ କୌଣସି କାର୍ୟ୍ୟରେ ହସ୍ତକ୍ଷେପ କରିବା — ୩. To meddle with a matter unasked.