ଖୁମ୍ପା
ଦେଖଣା
ଖୁମ୍ପା —
ଉଚ୍ଚାରଣ: Khumpā
चुगना
ଦେ. ବି —
୧: ଥଣ୍ଡ଼ାଦ୍ବାରା ଜୋରରେ ଆଘାତ — ୧. Pecking by the bill.
୨: ମୂଷା କାଟିବାଦ୍ବାରା ଫମ୍ପା ହୋଇଥିବା (ନଡ଼ିଆ) — ୨. The hallowed shell of cocoanuts eaten by rats.
ଦେ. ବିଣ —
ଥଣ୍ଡ଼ାଦ୍ବାରା ଆଘାତପ୍ରାପ୍ତ — Pecked with the beck.