Jump to content

ଖୁମ୍ପିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁମ୍ପିବା
ଉଚ୍ଚାରଣ: Khumpibā
ঠোঁটমারা; খুঁটা चुगाना

ଦେ. କ୍ରି —

୧: ଥଣ୍ଡ଼ାଦ୍ବାରା ଆଘାତ କରିବା — ୧. To pack at a thing with the beak.

୨: (ଲକ୍ଷଣାର୍ଥ) ଅତ୍ୟନ୍ତ ବିରକ୍ତ କରିବା — ୨. To tease.

ଖୁମ୍ପି ଖାଇ ଥାନ୍ତେ ମୋତେ ପଣ୍ଡେ ଠୁଳ ଫକୀରମୋହନ, ଉତ୍କଳଭ୍ରମଣ