Jump to content

ଖୁରଣସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରଣସ୍
ଉଚ୍ଚାରଣ: Khuraṇas

ଖୁରଣସା, ଖୁରଣସୀସ୍ତ୍ରୀ

ସଂ. ବିଣ. ପୁଂ (ଖୁର+ନାସିକା; ନିପାତନ; ଖୁର ପରି ନାକ ୟାହାର) —

୧: ଚେପଟା ନାକ — ୧. Flat nosed.

୨: ନାକୁଆ —୨. Having a pointed nose.