ଖୁରପାଣି
ଦେଖଣା
ଖୁରପାଣି —
ଉଚ୍ଚାରଣ: Khurapāntod;i
ଦେ. ବି (ସଂ. ଖୁର+ପାନୀୟ) —
ମନୁଷ୍ୟ ଖିଅର ହେଉଥିବା— ବେଳେ ଭଣ୍ଡ଼ାର ଯେଉଁ ଗିନାରେ ପାଣି ରଖିଥାଏ, ଖିଅର ହେବାପରେ ସେ ଗିନାରେ ବଳକା ରହିଥିବା ପାଣି; କ୍ଷୌରାବଶିଷ୍ଟ ଜଳ — Water left after use in a barber's basin after shaving a person.