ଖୁରଲୀ
ଦେଖଣା
ଖୁରଲୀ —
ଉଚ୍ଚାରଣ: Khuralī
ସଂ. ବି(ଖୁର ଧାତୁ+ଭାବ. ଅଳ+ସ୍ତ୍ରୀ. ଈ) —
୧: ଯୁଦ୍ଧବିଦ୍ୟାଭାସ — ୧. Military exercise or practice.
୨: ବ୍ୟାୟାମ —୨. Gymnastics.
୩: ଅସ୍ତ୍ରଶିକ୍ଷା —୩. Training in the art of using weapons.
୪: ବିପକ୍ଷ ଆକ୍ରମଣରେ କିପରି ଆତ୍ମରକ୍ଷା କରିବାକୁ ହୁଏ ତାହାର ଅଭ୍ୟାସ — ୪. Exercise of self defence.