Jump to content

ଖୁରହା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରହା
ଉଚ୍ଚାରଣ: Khurhā

ପ୍ରାଦେ. (ସମ୍ବଲପୁର) ବି (ସଂ. କ୍ଷୁର;ତୁଳ. ହ. ଖୁର୍ହା) —

ଗୋରୁଙ୍କ ଖୁରାରେ ହେବା ରୋଗବିଶେଷ;ଫାଟୁଆ— ରୋଗ —A disease attaking the hoof of cattle; foot and mouth disease of cattle.