Jump to content

ଖୁରାଘା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରାଘା
ଉଚ୍ଚାରଣ: Khurāghā

ପ୍ରାଦେ (ସମ୍ବଲପୁର) ବି(ସଂ. ଖୁରା ଓ ଘାତ) —

ଗୋରୁଙ୍କ ଖୁରାରେ ହ୍ବା କ୍ଷତ ରୋଗ; ଫାଟୁଆରୋଗ — Ulcer in the hoofs of cattle;foot-diseases of cattle.