Jump to content

ଖୁରାଣ୍ଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରାଣ୍ଟି
ଉଚ୍ଚାରଣ: khurāṇṭi

ଦେ. ବି. (ସଂ. ଖୁର) —

୧: ନ୍ଯୁଙ୍କୁ (ଦେଖ) ୧. Nyaṅku (See)

୨: ନଇକୂଳ ବନ୍ଧର ଅଗ୍ରଭାଗ — ୨. The summit of an embankment.

୩: ଏକପ୍ରକାର ଲୁଣିମାଛ — ୩. A species of sea—water fish.

୪: ହିନ୍ଦୀଭାଷା —୪. The Hindi language.