Jump to content

ଖୁରାଣ୍ଟି ଚଲେଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରାଣ୍ଟି ଚଲେଇବା
ଉଚ୍ଚାରଣ: khurāṇṭi chaleibā

ଦେ. କ୍ରି —

ଓଡ଼ିଆଭାଷାରେ ହିନ୍ଦୀ ଶବ୍ଦ ବା ବାକ୍ୟ— ମାନ ବ୍ୟବହାର କରିବା — To intersperse Hindi words and expressions while speaking the Oriya language.

[ଦ୍ର—ଓଡ଼ିଆମାନେ ରାଗିଗଲେ ବା ତେଜରେ କଥା କହିଲେ ହିନ୍ଦୀ ଶବ୍ଦ ବ୍ୟବହାର କରିବା ଦେଖାଯାଏଖୋଲ୍ଟି ତଳେ ନୋଟ—ଦେଖ]