Jump to content

ଖୁରି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରି କରିବା
ଉଚ୍ଚାରଣ: Khuri karibā

ଦେ. କ୍ରି —

ଘୋଡ଼ା ଚାଲିବା ବା ଦଉଡିବା ବେଳେ ଟାଣ ଭୂମିରେ ଟାପୁ ବାଜିବାରୁ ଶବ୍ଦ ଉତ୍ପାଦନ କରିବା —(a horse) To produce a sound by the hoofs striking on the hard ground while running.

ବାଜୀ ଖୁରି କରିବାରେ ଚହଟ ନଗ୍ରଜନେ ଶୁଣି ଅତି ଉଚ୍ଚାଟ ପ୍ରତାପ. ଶଶିସେଣା