Jump to content

ଖୁରି ଖାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରି ଖାଇବା
ଉଚ୍ଚାରଣ: Khuri khāibā
খারামারা खुरी करना खुर करना

ଦେ. କ୍ରି —

୧: (ସଂ. ଖୁର; ଖୁରଦ୍ବାରା ମାଟି ରାମ୍ପିବାରୁ)— ପରସ୍ପର ଯୁଦ୍ଧ କରିବା ପୂର୍ବରୁ ଶୃଙ୍ଗ ବା ଟାପୁ— ଦ୍ବାରା ପଶୁଜାତିର ମୃତ୍ତିକା ତାଡ଼ନ କରିବା — ୧. To paw with the hoofs or tear the earth with the horn (said of cattle etc before fighting with each other).

୨: (ଲକ୍ଷଣାର୍ଥ) ପ୍ରଥମ ଥଟ୍ଟା ଲଗାଇବା — ୨. To play jokes at first; to provoke joke.