ଖୁରୀ
ଦେଖଣା
ଖୁରୀ —
ଉଚ୍ଚାରଣ: Khurī
ସଂ. ବିଣ. (ଖୁର+ଅଛି ଅର୍ଥରେ; ଇନ୍.୧: ମା ୧: ବ) —
ଖୁରାଥିବା; ଖୁରାବିଶିଷ୍ଟ (ଜନ୍ତୁ) — Hoofed (animal).
ଦେ. ବି —
ଖୁରି (ଦେଖ) Khuri (See)
ଖୁରୀ —
ଉଚ୍ଚାରଣ: Khurī
ସଂ. ବିଣ. (ଖୁର+ଅଛି ଅର୍ଥରେ; ଇନ୍.୧: ମା ୧: ବ) —
ଖୁରାଥିବା; ଖୁରାବିଶିଷ୍ଟ (ଜନ୍ତୁ) — Hoofed (animal).
ଦେ. ବି —
ଖୁରି (ଦେଖ) Khuri (See)