Jump to content

ଖୁରୁଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରୁଡ଼
ଉଚ୍ଚାରଣ: Khuruṟḍ̠a
কুনা खुरुरु

ଦେ. ବି. (ତେ. ଖୁରୁଡ଼=ନଡ଼ିଆ) —

ଶୁଖିଲା ନଡ଼ିଆ; ଯେଉଁ ନଡ଼ିଆ ଭିତରୁ ପାଣିୟାକ ବିବାକ୍ ମରି ଯାଇଥାଏ, (ଯେଉଁ ନଡ଼ିଆରୁ ପାଣି ଶୁଖିଯିବାରୁ ତାହାର ଶସ ଷଢେଇରୁ ଛାଡ଼ିଯାଏ, ସେହି ହେତୁରୁ ଉକ୍ତ ନଡ଼ିଆକୁ ହାତରେ ହଲାଇଲେ ତାହା ଖଡ଼ଖଡ଼ ହୋଇ ବାଜେ) — Dried cocoanut (the kernel of which becomes separted from the shell when the water inside it dries up).

ଶୁଖି ଶୁଖି ଥାଏ ତୋ ଫଳ ଘରେ କେହି ଖାଏ କେହି ଖୁରୁଡ଼ କରେ—ନୀଳମଣି. ଚିନ୍ତାତରଙ୍ଗିଣୀ