Jump to content

ଖୁରେଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁରେଇବା
ଉଚ୍ଚାରଣ: Khureibā

ପ୍ରାଦେ. (ସମ୍ବଲପୁର) କ୍ରି.—(ସଂ. ଖୁରରୁ ଓଡ଼ିଆ ନାମ ଧାତୁ) —

୧: ଗୋଡ଼ଦ୍ବାରା ଆଡ଼େଇବା —୧. To separate or push a thing to one side by the leg.

୨: ଖୁରିଖାଇବା; ଖୁରାଦ୍ବାରା ଭୂମିକୁ ରାମ୍ପିବା — ୨. To paw the ground with the hoof.