Jump to content

ଖୁର୍ଖୁର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁର୍ଖୁର୍
ଉଚ୍ଚାରଣ: Khurkhur
খুর্খুর্

ଦେ. କ୍ରି. ବିଣ. (ସଂ. ଖର) —

କ୍ଷିପ୍ର ଗତିରେ ଓ ସୁନ୍ଦର ରୂପରେ (ଚାଲିବା) —(to walk) Briskly and in a charming manner.

(ଯଥା—ତଟୁ ଘୋଡ଼ାଟି ଥୁର୍ଥୁର୍ ହୋଇ ଚାଲୁଛି)