Jump to content

ଖୁର୍ପି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁର୍ପି
ଉଚ୍ଚାରଣ: Khurpi

ପ୍ରାଦେ (ସମ୍ବଲପୁର) ବି —

୧: କାଠରେ ନିର୍ମିତ ହୋଇଥିବା ଗୁଡ଼ିଆଙ୍କର ଚଟୁ —୧. Wooden ladle.

୨: ଖୁରୁପି (ଦେଖ) ୨. Khurpi (See)