ଖୁଲଣା
ଦେଖଣା
ଖୁଲଣା —
ଉଚ୍ଚାରଣ: Khulaṇā
বুল্লনা
ଦେ. ବି. ସ୍ତ୍ରୀ —
୧: କାହାଣୀବର୍ଣ୍ଣିତ ଧନପତି ବଣିକର ପତ୍ନୀ — ୧. Name of a wife of a rich merchant mentioned in the folk-tales.
[ଦ୍ର—'ଖୁଲଣା' ଏକ ଲକ୍ଷପତି ବଣିକର କନ୍ୟା ଏ ଗୋଟିଏ— ଧନପତି ବଣିକକୁ ବିବାହ କରିଥିଲା ପୂର୍ବଜନ୍ମରେ ଏ ରତ୍ନମାଳା ନାମ୍ନୀ ଅପ୍ସରା ଥିଲା ଦୂର୍ଗାଙ୍କ ଅଭିଶାପରେ ବଣିକଘରେ ଜନ୍ମ ଲଭି ସେ ଏହି ନାମ ନେଇଥିଲା ଏ ଶ୍ରୀମନ୍ତ ସଉଦାଗରର ମାତା ପ୍ରାଚୀନ ବଙ୍ଗଳା ଓ ଓଡ଼ିଆଗ୍ରନ୍ଥରେ ଏହାର କାହାଣୀ ବର୍ଣ୍ଣିତ ହୋଇଅଛି ]
୨: ଜଣେ ଅପ୍ସରାର ନାମ — ୨. Name of a celestial Nymph.
୩: ଏହି ସ୍ତ୍ରୀର ଚରିତାବଲମନରେ ରଚିତ ଓଡ଼ିଆ—ପୁସ୍ତକ — ୩. An Oriya-book describing the said damsel.