Jump to content

ଖୁଲାସା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଲାସା
ଉଚ୍ଚାରଣ: Khulāsā
খোলনা, খোলাসা खुलासा

ବୈଦେ. ବିଣ (ଆ. ଖୁଲା; ଖୁଲାସା) —

୧: ଅକୁଟିଳ; ନିଷ୍କପଟ; ନିର୍ମଳାନ୍ତଃକରଣ —୧. Frank; sincere.

୨: ମୁକ୍ତ; ଅବରୋଧରହିତ — ୨. Unobstructed; free.

୩: ସଂକ୍ଷିପ୍ତ ସାର — ୩. Simple; extracted; abbreviated.

୪: ପରିଷ୍କୃତ —୪. Clean.

୫: ମେଲା —୫. Open.

୬: ସ୍ପଷ୍ଟ —୬. Clear.

ବି —

୧: ସ୍ପଷ୍ଟ କଥା —୧. Clear words; frank words.

୨: ସଂକ୍ଷିପ୍ତ ରୂପ; ସାରାଂଶ — ୨. Import; extract; abbreviated form.

୩: ତାଲିକା —୩. List; detail.

୪: ବ୍ୟାଖ୍ୟା —୪. Explanation.