ଶବ୍ଦାର୍ଥ:
ଖୁଲ୍ଲତାତ — ଉଚ୍ଚାରଣ: Khullatāta
ସଂ. ବି (ଖୁଲ୍ଲ=କନ୍ଷ୍ଠ+ତାତ=ପିତା) —
ଖୁଡ଼ୁତା; କକେଇ — junior paternal uncle.